ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା
ନୂଆ ଧାନର ମହକ, ମାଟିର ମମତା ଓ ଆପଣା ଲୋକଙ୍କ ସ୍ନେହରେ ଭରିଥିବା ଆମ ପବିତ୍ର ଗଣପର୍ବ " ନୂଆଖାଇ " ଅବସରରେ ପଥର୍ଲା ପଞ୍ଚାୟତବାସୀଙ୍କ ସମେତ ସମସ୍ତ ପଶ୍ଚିମ ଓଡ଼ିଶା ବାସୀ ଙ୍କୁ ମୋର ହୃଦୟରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଏହି ନୂଆଖାଇ ଆମ ସମସ୍ତଙ୍କ ମଧ୍ୟରେ ଭାଇଚାରା, ଏକତା ଓ ସ୍ନେହକୁ ଆହୁରି ମଜବୁତ କରୁ। ମା ମାଣିକେଶ୍ୱରୀ ଙ୍କ କୃପାରେ ପ୍ରତ୍ୟେକ ପରିବାର ସୁଖ, ଶାନ୍ତି, ସୁସ୍ଥତା ଓ ସମୃଦ୍ଧିରେ ଭରିଯାଉ। ଆମ ଗାଁ, ଆମ ପଞ୍ଚାୟତ ଓ ଆମ ଅଞ୍ଚଳର ଉନ୍ନତିର ନୂଆ ଅଧ୍ୟାୟ ଆରମ୍ଭ ହେଉ—ଏହା ହିଁ ମୋର ଆନ୍ତରିକ ପ୍ରାର୍ଥନା। ଆପଣମାନଙ୍କ ସୁଖ ଓ ସମୃଦ୍ଧି ହିଁ ମୋର ଖୁସି। ନୂଆଁଖାଇ ଜୁହାର 🙏 ଗୀତାଞ୍ଜଳି ଖର୍ସେଲ ସରପଞ୍ଚ ପଥର୍ଲା ପଞ୍ଚାୟତ କେସିଙ୍ଗା, କଳାହାଣ୍ଡି
What's Your Reaction?
Like
2
Dislike
0
Love
0
Funny
0
Wow
0
Sad
0
Angry
0
Comments (0)