ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଦେଖାଗଲେ ଓରାଙ୍ଗ ଉଟାଙ୍ଗ

Sep 09, 2026 - 00:35
0 45
ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଦେଖାଗଲେ ଓରାଙ୍ଗ ଉଟାଙ୍ଗ

ଭୋଗରାଇ - ୦୯/୦୯/୨୬ :- ରଣକୋଠା ବଡ଼ପାହି ଅଞ୍ଚଳରୁ ଠାବ ହୋଇଛନ୍ତି ୫ଟି ଓରାଙ୍ଗଉଟାଙ୍ଗ। ସକାଳୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଉଦୟପୁର ବନ ବିଭାଗ ଟିମ୍। ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ଘଟଣାସ୍ଥଳରେ ଡାକ୍ତରୀ ଟିମ୍ ପହଞ୍ଚି ଓରାଙ୍ଗଉଟାଙ୍ଗ ମାନଙ୍କର ଚିକିତ୍ସା କରିଥିଲେ । ତେବେ ଏହି ଓରାଙ୍ଗଉଟାଙ୍ଗମାନେ କେଉଁଠୁ ଆସିଲେ ଏବଂ କିପରି ଏହି ଅଞ୍ଚଳରେ ପହଞ୍ଚିଲେ, ସେନେଇ ବନ ବିଭାଗର ତଦନ୍ତ ଜାରି ରହିଛି। ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ! ବାଲେଶ୍ୱର ଜିଲ୍ଲା ରୁ ଜିଲ୍ଲା ପ୍ରତିନିଧି ଜୟନ୍ତ କୁମାର ବେହେରା ଙ୍କ ରିପୋର୍ଟ ସତ୍ୟର ସ୍ୱର।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User