ସିଂଲା ଥାନାରେ ଦଶହରା ପୂଜା ପାଳିତ ।
ବାଲେଶ୍ଵର:୨୨/୧୦(ଜୟନ୍ତ କୁମାର ବେହେରା) : ମା ଦୂର୍ଗାଙ୍କର ଦଶହରା ଉପଲକ୍ଷେ ବାଲେଶ୍ବର ଜିଲ୍ଲା ସିଂଲା ଥାନାର ଭାରପ୍ରାପ୍ତ ଅଧିକାରୀ ସୁଚନ୍ଦ୍ର ମହାଳିକ ଏବଂ ତାଙ୍କ ସହ ଧର୍ମିଣୀ ଙ୍କ ପ୍ରତ୍ଯେକ୍ଷ ତତ୍ତ୍ବାବଧାନ ରେ ଯଜ୍ଞ କାର୍ଯ୍ୟକ୍ରମ ରୀତି ନୀତି ଅନୁଯାଇ ଅନୁଷ୍ଠିତ ହୋଇଯାଇଛି,ସକାଳ ଠାରୁ ଦ୍ବି ପ୍ରହର ପର୍ଯ୍ୟନ୍ତ ମା ଦୂର୍ଗାଙ୍କର ପୂଜା ବିଧିପୂର୍ବକ ଗୀତା ପାଠ ସହିତ ଯଜ୍ଞ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ,ପୂଜା ପରେ ସମସ୍ତେ ପ୍ରସାଦ ସେବନ କରିଥିଲେ,ଥାନାରେ ସମସ୍ତ କର୍ମଚାରୀ ଶାନ୍ତି ଶୃଙ୍ଖଳା ତଥା ନିରଗ ରହିବା ସହ ଆଖପାଖ ଅଞ୍ଚଳରେ ମା ଙ୍କର କୃପା ଦୃଷ୍ଟି ସଦାସର୍ବଦା ରହିଥାଉ ବୋଲି ମତବ୍ୟକ୍ତ କରିଥିଲେ ଥାନା ଅଧିକାରୀ ଶ୍ରୀ ମହାଳିକ, ଏଥିରେ ଉକ୍ତ ଥାନାର ଏସ ଆଇ ତପନ କୁମାର ଜେନା,କସ୍ତୁରୀ ରଞ୍ଜନ ସାହୁ,ଏ ଏସ ଆଇ ପବିତ୍ର ମୋହନ ରାଉତ, ରାଜେଶ କୁମାର ମହାପାତ୍ର, ଚନ୍ଦ୍ର ସୋରେନ, ବବି ମିଶ୍ର, କନେଷ୍ଟବଳ ମଧୂ ବାସ୍କେ, ଛବି ହାଁସଦା,ରାମ ସୋରେନ, ଉଦ୍ଧବ ଚାମ୍ପିଆ, ଜେସାଇ ଟୁଡୁ,ଗଣେଶ ମୁର୍ମୁ, ସନ୍ତୋଷ କୁମାର ପ୍ରଧାନ, ରବିନ୍ଦ୍ର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।
What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)